ଦଳ ଓ ସେମାନଙ୍କର ଅଧିନାୟକଙ୍କ ନାମ
୧. ଦିଲ୍ଲୀ କ୍ୟାପିଟାଲ୍ସ- ଅକ୍ଷର ପଟେଲ
୨. ସନରାଇଜର୍ସ ହାଇଦ୍ରାବାଦ- ପ୍ୟାଟ୍ କମିନ୍ସ
୩. ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର- ରଜତ ପଟିଦାର
୪. ରାଜସ୍ଥାନ ରୟାଲ୍ସ- ସଞ୍ଜୁ ସାମସନ
୫. ପଞ୍ଜାବ କିଙ୍ଗ୍ସ- ଶ୍ରେୟସ ଆୟର
୬. ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ- ରିଷଭ ପନ୍ତ
୭. ମୁମ୍ବାଇ ଇଣ୍ଡିଆନ୍ସ- ହାର୍ଦ୍ଦିକ ପାଣ୍ଡ୍ୟା
୮. କୋଲକାତା ନାଇଟ୍ ରାଇଡର୍ସ- ଅଜିଙ୍କ୍ୟ ରାହାଣେ
୯. ଗୁଜରାଟ ଟାଇଟାନ୍ସ- ଶୁଭମନ ଗିଲ
୧୦. ଚେନ୍ନାଇ ସୁପର କିଙ୍ଗ୍ସ- ଋତୁରାଜ ଗାୟକୱାଡ
ଆଇପିଏଲ ୨୦୨୫ ୨୨ ମାର୍ଚ୍ଚରୁ ଆରମ୍ଭ ହେବ। ଏଥର ସମସ୍ତ ମ୍ୟାଚ୍ ୧୩ଟି ସହରରେ ଖେଳାଯିବ। ଆଇପିଏଲ ୨୦୨୫ର ପ୍ରଥମ ମ୍ୟାଚ୍ କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ। ଆଇପିଏଲର ପ୍ରଥମ ମ୍ୟାଚ୍ ୨୨ ମାର୍ଚ୍ଚ ସନ୍ଧ୍ୟା ୭:୩୦ ରୁ ଖେଳାଯିବ। ମ୍ୟାଚ୍ର ଟସ୍ ସନ୍ଧ୍ୟା ୭ଟାରେ ହେବ
