ନ୍ୟୁଜ୍ ବୁଲେଟିନ୍

ପୁଣି ଆସିବ ବର୍ଷା, ତାତିରୁ ମିଳିବ ଆଶ୍ୱସ୍ତି

ପୁଣି ଆସିବ ବର୍ଷା, ତାତିରୁ ମିଳିବ ଆଶ୍ୱସ୍ତି

ପୁଣି ଆସିବ ବର୍ଷା! ଏଥର ଦକ୍ଷିଣ ଓଡ଼ିଶାରେ ହେବ ବର୍ଷା ! ଦକ୍ଷିଣ ଓଡ଼ିଶା ବାସି ପାଇବେ ଆଶ୍ୱସ୍ତି। ଆସନ୍ତା ୨ ତାରିଖରୁ ବଦଳିବ ପାଗ। ରାଜ୍ୟରେ ହିଟ୍ ୱେବ୍ ସ୍ଥିତି କମିବା ସହ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ହେବ। ଅନ୍ୟପଟେ ଆଉ ୨ ଦିନ ଅଧା ଓଡ଼ିଶା ଜଳିବ ଖରା ତାତିରେ। ପଶ୍ଚିମ ଓଡ଼ିଶାରେ ହିଟ୍ ୱେବ୍ ନେଇ ଆଲର୍ଟ।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top