ଜଳିବ ପଶ୍ଚିମ ଓଡ଼ିଶା । ଆଗାମୀ ୨୪ ଘଣ୍ଟା ପରେ ଗ୍ରୀଷ୍ମପ୍ରବାହ ନେଇ ହିଟୱେଭ୍ ଜାରି । ୩୦ ତାରିଖ ବେଳକୁ ବିଭିନ୍ନ ସ୍ଥାନରେ ଛୁଇଁବ ୪୧ ଡିଗ୍ରୀ ତାପମାତ୍ରା । କାଲିଠୁ ୩ ଦିନ ପାଇଁ ହିଟୱେଭ୍ ଜାରି କଲା ପାଣିପାଗ ବିଭାଗ । କାଲି ୨ ଜିଲ୍ଲା ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାକୁ ହିଟ୍ ୱେଭ୍ ନେଇ ୱେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।ସେହିପରି ୨ ତାରିଖ ବେଳକୁ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
