ଜିଲ୍ଲା

ଗୋଚ୍ଛାପଡ଼ା ଜଙ୍ଗଲ ରେ ଦନ୍ତା ହାତୀ

ଗୋଚ୍ଛାପଡ଼ା ଜଙ୍ଗଲ ରେ ଦନ୍ତା ହାତୀ

ଫିରିଙ୍ଗିଆ,୯/୪- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଗୋଚ୍ଛାପଡ଼ା ଅଞ୍ଚଳର ବଇଲିକିଆ ନିକଟ ପେନୁକେତା ଜଙ୍ଗଲରେ ଦନ୍ତାହାତୀ ବୁଲୁଛି। ଗ୍ରାମବାସୀ ହାତୀକୁ ଦେଖ୍ ଭୟଭୀତ ଅବସ୍ଥାରେ ଅଛନ୍ତି। ଏହି ହାତୀ କୌଣସି କ୍ଷୟକ୍ଷତି କରିଥିବା ଖବର ମିଳିନାହିଁ । ହାତୀଟି ପଡୋଶୀ ବୌଦ୍ଧ ଜିଲ୍ଲାରୁ ଗୋଠଛଡ଼ା ହୋଇ ଚାଲି ଆସିଥିବା
ଅନୁମାନ କରାଯାଉଛି । ହାତୀ ଉପରେ ନଜର ରଖା ଯାଇଥିବା ଏବଂ ସୁରକ୍ଷା ଦୃଷ୍ଟିରୁ ହାତୀକୁ ବିରକ୍ତ ନ କରିବା ଏବଂ ତାକୁ ନିଆଁ ହୁ ହୋଇ ଚାଲି ଆସିଥିବା ଅନୁ ହୁଳା ଦେଖାଇ ଘଉଡ଼ାଇ ଉଡ଼ାଇବା ଉ ଉଦ୍ୟମ ନକରିବାକୁ ଗ୍ରାମବାସୀଙ୍କୁ ବନବିଭାଗ ପକ୍ଷରୁ ଅନୁ ରୋଧ କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top