ରାଜ୍ୟ

ଜର୍ଣ୍ଣାଲିଷ୍ଟ ଏସୋସିଏସନ ଅଫ ବରଗଡ (ଜାବ) ପକ୍ଷରୁ ଜାତୀୟ ଶ୍ରମିକ ଦିବସ ପାଳନ

ବରଗଡ଼,୨/୫-ଆଜି ସ୍ଥାନୀୟ ବରଗଡ ସାମ୍ବାଦିକ ସଂଘ ଠାରେ ଜର୍ଣ୍ଣାଲିଷ୍ଟ ଏସୋସିଏସନ ଅଫ ବରଗଡ (ଜାବ) ପକ୍ଷରୁ ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଅଛି । ଜାବ ର ସଭାପତି ରବି ପଣ୍ଡା ଙ୍କ ସଭାପତିତ୍ବ ରେ ଏହି ବୈଠକ ରେ ଉପ ସଭାପତି ବ୍ୟୋମକେଶ କର, ବରିଷ୍ଠ ସଦସ୍ୟ ରଞ୍ଜନ ଦେବତା , ସାଧାରଣ ସମ୍ପାଦକ ବଦ୍ରି ପ୍ରସାଦ ସାହୁ, ବରିଷ୍ଠ ସଦସ୍ୟ ଲଲାଟେନ୍ଦୁ ଦାଶ, ରମଣୀ ରଂଜନ ବେହେରା ,ବରଗଡ଼ ବ୍ଲକ ସଂଯୋଜକ ନେପାଳ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top