Breaking-news

ଟିଡିସିସି ସରକାରୀ ବାସ ଭବନରେ ଲାଗିଲା ନିଆଁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଟିଡିସିସି  ସରକାରୀ ବାସ ଭବନରେ ଲାଗିଲା ନିଆଁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ବାଲିଗୁଡ଼ା-16/3- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ କଲୋନୀ ସ୍କୁଲ ସ୍ଥିତ ଟିଡିସିସି ଶାଖା ପରିଚାଳଙ୍କ ପରିତ୍ୟକ୍ତ ସରକାରି ବାସ ଭବନରେ ଆଜି ସନ୍ଦ୍ୟା ସମୟରେ କୌଣସି କାରଣ ବଶତ ନିଆଁ ଲାଗିଯାଇଥିଲା l ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଇ ଥିଲେ l ନିଆଁ ଘର ପାର୍ଶ୍ଵରେ ହୁଦୁ ହୁଦୁ ହୋଇ ଘର ଟିକୁ ନିଆଁର ଆୟତ୍ତରେ ନେବା ବେଳେ ଅଗ୍ନିଶମ ବିଭାଗ ପହଞ୍ଚି ପାଣି ସ୍ପ୍ରେଏ କରି ନିଆଁ ଲିଭାଇ ଥିଲେ l

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top