Breaking-news

ବିଧାନସଭା ଘେରାଉ ପାଇଁ ବାହାରିଲା କଂଗ୍ରେସ

ବିଧାନସଭା ଘେରାଉ ପାଇଁ ବାହାରିଲା କଂଗ୍ରେସ

ଭୁବନେଶ୍ବର୨୭/୩-ବିଧାନସଭା ଘେରାଉ ପାଇଁ ବାହାରିଲା କଂଗ୍ରେସ।ଭୁବନେଶ୍ବର ରାମମନ୍ଦିର ଛକରୁ
ଏକାଠି ହୋଇ ବାହାରିଲେ କଂଗ୍ରେସ ନେତା ଓ କର୍ମୀ, ମାଷ୍ଟରକ୍ୟାଣ୍ଟିନରେ ବି କଂଗ୍ରେସ କର୍ମୀଙ୍କ ଭିଡ଼। ରାମମନ୍ଦିର ସାମ୍ନାରୁ ବାହାରି କଂଗ୍ରେସ ପଦଯାତ୍ରା ବିଧାନସଭା ଯିବ। ରାଜଧାନୀରେ ପୋଲିସ ଛାଉଣୀ।ଅନେକ ରାସ୍ତା ରେ ଟ୍ରାଫିକ ସମସ୍ୟା।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top