ପାଣିପାଗ

୨୧ ଜିଲ୍ଲା ରେ ବିଜୁଳି ସହ ବର୍ଷା ସମ୍ଭାବନା

୨୧ ଜିଲ୍ଲା ରେ ବିଜୁଳି ସହ ବର୍ଷା ସମ୍ଭାବନା

ତାତିରେ ଲାଗିଛି ସାମାନ୍ୟ ଆଶ୍ବସ୍ତି । କାଳବୈଶାଖୀ ପ୍ରଭାବରେ କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷା ପ୍ରଭାବରେ ହ୍ରାସ ପାଇଛି ତାପମାତ୍ରା । ତିନି ଦିନ ଯାଏ ଗରମରୁ ତ୍ରାହି ମିଳିବ । ଆଗାମୀ ୨୪ ଘଣ୍ଚାରେ ୨୧ ଜିଲ୍ଲାରେ ହାଲୁକା ଓ ମଧ୍ୟମଧରଣର ବର୍ଷାର ସମ୍ଭାବନା ରହିଛି । ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ନେଇ ୨୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top